or_tn/gal/06/01.md

3.6 KiB
Raw Permalink Blame History

Connecting Statement:

ପାଉଲ ବିଶ୍ବାସୀମନଙ୍କୁ ସେମାନେ ଅନ୍ୟ ବିଶ୍ବାସୀମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ ଏବଂ ଈଶ୍ବର କିପରି ପୁରସ୍କାର ଦିଅନ୍ତି ସେହି ବିଷୟରେ ଶିକ୍ଷା ଦିଅନ୍ତି ।

Brothers

ଦେଖ ତୁମେ ଏହାକୁ ଗାଲାତୀୟ ୧:ରେ କିପରି ଅନୁବାଦ କରିଅଚ୍ଛ ।

if someone

ଯଦି ତୁମ୍ଭମନଙ୍କ ମଧ୍ୟରେ କେହି ଅଛନ୍ତି

if someone is caught in any trespass

ସମ୍ଭାବିତ ଅର୍ଥଗୁଡିକ ୧) କେହିଜଣେ ସେହି ବ୍ୟକ୍ତିଙ୍କୁ ଅପରାଧ କରିବା ସମୟରେ ଧରାପଡେ | ଅନ୍ୟ ଏକ ଅନୁବାଦରେ: “ଯଦିକେହି ପାପର କାର୍ଯ୍ୟରେ ଧରାପଡେ” କିମ୍ବା ) ସେହି ବ୍ୟକ୍ତି ମନ୍ଦ କରିବାର ଉଦ୍ଦେଶ୍ୟ ନଥାଇ ପାପ କଲେ । ଅନ୍ୟ ଏକ ଅନୁବାଦରେ: “ଯଦିକେହି ଦେଲେ ଏବଂ ପାପ କଲେ”

you who are spiritual

ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଆତ୍ମାଙ୍କ ଦ୍ବାରା ନିର୍ଦେଶିତ ଅଟନ୍ତି କିମ୍ବା “ତୁମ୍ଭେମାନେ ଯେଉଁ ଆତ୍ମାଙ୍କ ନିର୍ଦ୍ଦେଶରେ ଜୀବନଯାପନ କରୁଅଛ”

restore him

ପାପ କରୁଥିବା ବ୍ୟକ୍ତିକୁ ସଂଶୋଧନ କର କିମ୍ବା “ଈଶ୍ବରଙ୍କ ସହିତ ଏକ ଉପଯୁକ୍ତ ସର୍ମ୍ଫକ ରଖିବା ନିମନ୍ତେ ପାପ କରୁଥିବା ବ୍ୟକ୍ତିଙ୍କୁ ଉସ୍ଚାହିତ ବା ଉପଦେଶ ଦେବା

in a spirit of gentleness

ସମ୍ଭାବିତ ଅର୍ଥଗୁଡିକ ୧) ଆତ୍ମା ସେହି ବ୍ୟକ୍ତିକୁ ପରିବର୍ତ୍ତନ କରିବା ନିମନ୍ତେ ନିର୍ଦ୍ଦେଶନ କରୁଛନ୍ତି କିମ୍ବା ) “ସରଳାଚରଣରେ” କିମ୍ବା “ଦୟାଭାବରେ”

Be concerned about yourself

ଏହି ଶବ୍ଦଗୁଡିକ ଗୁରୁତ୍ବାରୋପ କରିବା ନିମନ୍ତେ ଗାଲାତୀୟମାନଙ୍କ ଉଦେଶ୍ବରେ ବ୍ୟବହାର କରାଯାଇଛି ଯେପରି ସେମାନେ ସମସ୍ତେ ଜଣେ ବ୍ୟକ୍ତି ଅଟନ୍ତି ଯେ ସେ ସେମାନଙ୍କ ପ୍ରତ୍ୟେକ ଜଣଙ୍କ ସହିତ କଥା ହେଉଛନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜ ବିଷୟରେ ଚିନ୍ତା କର” କିମ୍ବା “ମୁଁ ତୁମ୍ଭମାନଙ୍କ ପ୍ରତ୍ୟେକଙ୍କୁ କହୁଅଛି, “ତୁମ୍ଭେମାନେ ନିଜ ବିଷୟରେ ଚିନ୍ତା କର” (ଦେଖ; rc://*/ta/man/translate/figs-you)

so you also may not be tempted

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତେଣୁ ତୁମ୍ଭମାନଙ୍କୁ କୌଣସି ପାପ ପ୍ରୋଲଭନ କରି ପାରିବ ନାହିଁ” (ଦେଖ: rc://*/ta/man/translate/figs-activepassive)