or_tn/gal/04/28.md

1.1 KiB
Raw Permalink Blame History

brothers

ଦେଖ ତୁମେ ଏହାକୁ [ଗାଲାତୀୟ ୧: ] (../୦୧/.md)ରେ କିପରି ଅନୁବାଦ କରିଅଛ ।

children of promise

ସମ୍ଭାବିତ ଅର୍ଥଗୁଡିକ ଯେ ଗାଲାତୀୟମାନେ ଈଶ୍ବରଙ୍କର ସନ୍ତାନ ହୋଇଛନ୍ତି ୧) ଈଶ୍ବରଙ୍କ ପ୍ରତିଜ୍ଞାକୁ ବିଶ୍ବାସ କରବା ଦ୍ବାରା କିମ୍ବା ) କାରଣ ଈଶ୍ବର ଅବ୍ରାହାମଙ୍କ ସହିତ ତାହାଙ୍କ ପ୍ରତିଜ୍ଞା ସଫଳ କରିବା ନିମନ୍ତେ ଆଶର୍ଯ୍ୟକର୍ମ କଲେ, ପ୍ରଥମେ ଅବ୍ରାହାମଙ୍କୁ ଏକ ପୁତ୍ରସନ୍ତାନ ଦେବା ଦ୍ବାରା ଏବଂ ତା’ପରେ ଗାଲାତୀୟମାନଙ୍କୁ ଅବ୍ରାହାମଙ୍କ ସନ୍ତାନ ଭାବେ ଗଣନା କରି ଏବଂ ଏହି ପ୍ରକାରେ ଈଶ୍ବରଙ୍କ ସନ୍ତାନଗଣ ହେଲେ ।