or_tn/gal/04/21.md

882 B

Tell me

ମୁଁ ତୁମ୍ଭମାନଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଅଛି କିମ୍ବା “ମୁଁ ତୁମମାନଙ୍କୁ କିଛି କହିବାକୁ ଚାହୁଁଛି”

do you not listen to the law?

ପାଉଲ ପରବର୍ତ୍ତୀରେ ସେ କ’ଣ କହିବେ ତାହାର ସୁଚନା ଦେଉଛନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କୁ ଏହା ଶିକ୍ଷା କରିବାକୁ ହେବ ଯେ ବ୍ୟବସ୍ଥା ବାସ୍ତବରେ କ’ଣ କହେ ।” କିମ୍ବା “ମୁଁ ତୁମମାନଙ୍କୁ କହୁଅଛି ଯେ ବାସ୍ତବରେ ବ୍ୟବସ୍ଥା କ’ଣ କହେ ।” (ଦେଖ: rc://*/ta/man/translate/figs-rquestion)