or_tn/gal/04/10.md

692 B

You observe days and new moons and seasons and years

ପାଉଲ ନିର୍ଦ୍ଧିଷ୍ଟ ପର୍ବ ପାଳନ କରିବା ନିମନ୍ତେ ସେମାନଙ୍କ ଧ୍ୟାନଦେବା ବିଷୟରେ କହୁଛନ୍ତି, ଭାବନ୍ତି ଯେ ଏପରି କରି ସେମାନେ ଈଶ୍ବରଙ୍କ ସହିତ ଧାର୍ମିକ ଗଣିତ ହୋଇ ପାରିବେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ସାବଧାନତା ସହକାରେ ଦିନ ଏବଂ ପୂର୍ଣ୍ଣିମା ଏବଂ ରୂତୁ ଏବଂ ବର୍ଷ ପାଳନ କରିଥାଅ”