or_tn/gal/04/09.md

3.2 KiB

you are known by God

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ଜାଣନ୍ତି” (ଦେଖ: rc://*/ta/man/translate/figs-activepassive)

how is it that you are turning back to ... principles?

ଏଠାରେ “ପଛକୁ ଫେରିବା” ପୁନର୍ବାର କିଛି ବିଷୟରେ ଧ୍ୟାନଦେବା ଆରମ୍ଭ କରିବା ନିମନ୍ତେ ଏକ ରୂପକ ଅଟେ । ଏହା ଦୁଇଟି ଅଳଙ୍କାରିକ ପ୍ରଶ୍ନ ମଧ୍ୟରୁ ପ୍ରଥମ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଦୁର୍ବଳ ଏବଂ ମୁଲ୍ୟହୀନ ମୌଳିକ ସିଦ୍ଧାନ୍ତରେ ଧ୍ୟାନଦେବା ଆରମ୍ଭ ନକରିବା ଉଚିତ୍ ।” କିମ୍ବା “ତୁମେମାନେ ଦୁର୍ବଳ ଏବଂ ମୁଲ୍ୟହୀନ ମୌଳିକ ସିଦ୍ଧାନ୍ତରେ ଚିନ୍ତିତ କରିବା ଉଚିତ୍ ନୁହେଁ ।” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-rquestion]])

elemental principles

ଦେଖ ତୁମେ ଏହି ବାକ୍ୟାଶକୁ [ଗାଲାତୀୟ ୪:୩] (../୦୪/୦୩.md)ରେ କିପରି ଅନୁବାଦ କରିଅଛ ।

Do you want to be enslaved all over again?

ପାଉଲ ଏହିପରି ଆଚରଣ ସକାଶୁ ଲୋକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ପ୍ରଶ୍ନର ବ୍ୟବହାର କରୁଛନ୍ତି ଯେ ସେଗୁଡିକ ସେମାନଙ୍କୁ କ୍ରିତଦାସ ସଦୃଶ କରିବେ । ଅନ୍ୟ ଏକ ଅନୁବାଦରେ: “ଏହା ଦେଖାଯାଏ ଯେ ତୁମେମାନେ ପୁନର୍ବାର କ୍ରିତଦାସ ହେବାକୁ ଚାହୁଁଛ ।” କିମ୍ବା “ତୁମେମାନେ ପୁନର୍ବାର ଦାସତ୍ବ ପରି ହେବାକୁ ଚାହୁଁଥିବା ସଦୃଶ ଆଚରଣ କରୁଅଚ୍ଛ ।” (ଦେଖ: rc://*/ta/man/translate/figs-rquestion)

Do you want to be enslaved all over again?

ଏଠାରେ ନିର୍ଦ୍ଧିଷ୍ଟ ନିୟମ କିମ୍ବା ପ୍ରଥା ପାଳନ କରିବା ନିମନ୍ତେ “କୁହାଯାଇପାରିବ ଦାସ” ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଜଣେ କୁହାଯାଇପାରିବ ଦାସ ତାହାର କର୍ତ୍ତାର ଅଜ୍ଞା ପାଳନ କରିବା ସଦୃଶ ତୁମେମାନେ କି ନିୟମ ପାଳନ କରିବାକୁ ଚାହୁଁଛ ?” କିମ୍ବା “ଏହା ମନେହୁଏ ଯେ ତୁମେମାନେ ପୁନର୍ବାର ସବୁ ଉପରେ ନିୟନ୍ତ୍ରିତ ହେବାକୁ ଚାହଁ !” (ଦେଖ: rc://*/ta/man/translate/figs-metaphor)