or_tn/gal/04/08.md

788 B

General Information:

ସେ ଅଳଙ୍କାରିକ ପ୍ରଶ୍ନ କରି ଗାଲାତୀୟମାନଙ୍କୁ ଅନୁଯୋଗ କରିବା ଜାରି ରଖିଛନ୍ତି ।

Connecting Statement:

ପାଉଲ ଗାଲାତୀୟ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ସେମାନେ ବିଶ୍ବାସର ସହିତ ବଞ୍ଚିବା ଆପେକ୍ଷା ପୁନର୍ବାର ଈଶ୍ବରଙ୍କ ବ୍ୟବସ୍ଥା ଅଧିନରେ ବଞ୍ଚିବା ନିମନ୍ତେ ଚେଷ୍ଟା କରୁଛନ୍ତି ।

those who are

ସେହି ବିଷୟଗୁଡିକ କିମ୍ବା “ସେହି ଆତ୍ମାଗୁଡିକ”