or_tn/gal/03/23.md

16 lines
2.3 KiB
Markdown

# Connecting Statement:
ପାଉଲ ଗାଲାତୀୟରେ ସେହି ସେମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ବିଶ୍ବାସୀମାନେ ଈଶ୍ବରଙ୍କ ଗୃହରେ ସ୍ବାଧିନ ଅଟନ୍ତି, ବ୍ୟବସ୍ଥାର ଅଧିନରେ ଦାସ ନୁହନ୍ତି ।
# we were held captive under the law, imprisoned
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ଆମକୁ ବନ୍ଦୀ କରିଅଛି ଏବଂ ଆମ୍ଭେମାନେ ବନ୍ଦୀ ଅବସ୍ଥାରେ ଥିଲୁ” କିମ୍ବା “ବ୍ୟବସ୍ଥା ଆମମାନଙ୍କୁ କାରାଗାରରେ ବନ୍ଦୀ କରି ରଖିଅଛି” (ଦେଖ: [[rc://*/ta/man/translate/figs-activepassive]])
# we were held captive under the law, imprisoned
ଯେଉଁପ୍ରକାର ବ୍ୟବସ୍ଥା ଆମମାନଙ୍କୁ ଅଧିନସ୍ଥ କରିଅଛି ସେହି ବିଷୟରେ କୁହାଯାଏ ଯେପରିକି ବ୍ୟବସ୍ଥା ଜଣେ ପ୍ରହରୀ ସଦୃଶ ଆମମାନଙ୍କୁ ବନ୍ଦୀଗୃହରେ ରଖିଥିଲା । ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ଆମକୁ ଜଣେ ପ୍ରହରୀ ସଦୃଶ ନିୟତ୍ରଣ କରୁଥିଲା” (ଦେଖ: [[rc://*/ta/man/translate/figs-metaphor]])
# until faith should be revealed
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇ ପାରିବ, ଏବଂ ଏହି ବିଶ୍ବାସ କଅଣ ଅଟେ ତାହା ସ୍ପଷ୍ଟଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ଈଶ୍ବର ଏହା ପ୍ରକାଶ କରିନାହାନ୍ତି ଯେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେ ସେମାନଙ୍କୁ ଧାର୍ମିକ ଗଣନା କରନ୍ତି” (ଦେଖ: [[rc://*/ta/man/translate/figs-activepassive]] ଏବଂ [[rc://*/ta/man/translate/figs-explicit]])