or_tn/gal/03/22.md

2.1 KiB
Raw Permalink Blame History

scripture imprisoned everything under sin. God did this so that the promise to save us by faith in Jesus Christ might be given to those who believe

ଅନ୍ୟ ସମ୍ଭାବିତ ଅର୍ଥଗୁଡିକ ୧) “କାରଣ ଆମ୍ଭେମାନେ ସମସ୍ତେ ପାପ କରିଛୁ, ଈଶ୍ବର ସମସ୍ତ ବିଷୟକୁ ବ୍ୟବସ୍ଥାର ଅଧିନରେ ସ୍ଥାପନ କରିଛନ୍ତି, ଯେମିତିକି ସେଗୁଡିକୁ ବନ୍ଦୀ ଅବସ୍ଥାରେ ରଖିଥିଲେ, ତେଣୁ ସେ ସେମାନଙ୍କ ସହିତ ଯାହାସବୁ ପ୍ରତିଜ୍ଞା କରିଥିଲେ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଛନ୍ତି ସେ ହୁଏତ ଯେଉଁମାନେ ବିଶ୍ବାସ କରନ୍ତି ତାହାଙ୍କୁ ଦେଇ ପାରନ୍ତି” କିମ୍ବା ) “କାରଣ ଆମ୍ଭେମାନେ ପାପ କରିଅଛୁ, ଈଶ୍ବର ସମସ୍ତ ବିଷୟକୁ ବ୍ୟବସ୍ଥାର ଅଧିନରେ ରଖିଛନ୍ତି, ଯେମିତିକି ସେଗୁଡିକୁ ବନ୍ଦୀ କରି ରଖିଲେ । ସେ ଏପରି କଲେ କାରଣ ସେ ସେମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଛନ୍ତି, ସେ ସେମାନଙ୍କୁ ଦେବେ ଯେଉଁମାନେ ବିଶ୍ବାସ କରନ୍ତି ।”

scripture

ପାଉଲ ଶାସ୍ତ୍ରକୁ ଜଣେ ବ୍ୟକ୍ତି ସଦୃଶ ବ୍ୟବହାର କରୁଛନ୍ତି ଯେପରିକି ସେ ଜଣେ ବ୍ୟକ୍ତି ଥିଲେ ଏବଂ ଈଶ୍ବରଙ୍କ ବିଷୟରେ କହୁଥିଲେ, ଯେ ଶାସ୍ତ୍ର ଲେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର” (ଦେଖ: rc://*/ta/man/translate/figs-personification)