or_tn/gal/03/20.md

972 B

Now a mediator implies more than one person, but God is one

ଈଶ୍ବର କୌଣସି ଜଣେ ମଧ୍ୟସ୍ଥି ବିନା ଅବ୍ରହାମଙ୍କୁ ତାହାଙ୍କ ପ୍ରତିଜ୍ଞା ଦେଲେ, କିନ୍ତୁ ସେ ମୋଶାଙ୍କୁ ଜଣେ ମଧ୍ୟସ୍ଥିଙ୍କ ଦ୍ବାରା ବ୍ୟବସ୍ଥା ଦେଲେ । ପରିଣାମ ସ୍ବରୂପ, ପାଉଲଙ୍କ ପାଠକମାନେ ହୁଏତ ଭାବି ପାରିବେ ଯେ ବ୍ୟବସ୍ଥା କୌଣସି ପ୍ରକାରରେ କୌଣସି ପ୍ରଭାବିତ ପ୍ରତିଜ୍ଞା କରି ପାରେନାହି । ପାଉଲ କହୁଛନ୍ତି ଯେ ତାହାଙ୍କ ପାଠକମାନେ ଏଠାରେ କଣ ଭାବିଥିବେ, ଏବଂ ସେ ସେମାନଙ୍କୁ ନିମ୍ନଲିଖିତ ପଦରେ ଉତ୍ତର ଦେବେ ।