or_tn/gal/03/19.md

2.0 KiB

Connecting Statement:

ପାଉଲ ଗାଲାତୀରେ ବିଶ୍ବାସୀମାନଙ୍କୁ ଈଶ୍ବର କାହିଁକି ବ୍ୟବସ୍ଥା ଦେଲେ ସେହି ବିଷୟରେ କହୁଛନ୍ତି ।

What, then, was the purpose of the law?

ପାଉଲ ଆଗାମୀ ବିଷୟର ସୁଚନା ଦେବାକୁ ଯାଇ ସେ ଇଛା କରୁଥିବା ବିଷୟରେ ଆଲୋଚନା କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନର ବ୍ୟବହାର କରୁଛନ୍ତି । ଏହା ଏକ ବକ୍ତବ୍ୟ ସ୍ବରୁପ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର ଉଦେଶ୍ବ କଅଣ ତାହା ମୁ ତୁମମାନଙ୍କୁ କହିବି ।” କିମ୍ବା “ଈଶ୍ବର କାହିଁକି ବ୍ୟବସ୍ଥା ଦେଲେ ତାହା ମୋତେ କହିବାକୁ ଦିଅ” (ଦେଖ: rc://*/ta/man/translate/figs-rquestion)

It was added

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଏହାକୁ ସଂଯୁକ୍ତ କଲେ” କିମ୍ବା “ଈଶ୍ବର ବ୍ୟବସ୍ଥାକୁ ସଂଯୁକ୍ତ କଲେ” (ଦେଖ: rc://*/ta/man/translate/figs-activepassive)

The law was put into force through angels by a mediator

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସ୍ବର୍ଗଦୁତଙ୍କ ସାହାଯ୍ୟରେ ବ୍ୟବସ୍ଥା ପ୍ରେରଣ କଲେ, ଏବଂ ଏକ ମଧ୍ୟସ୍ଥି ଏହାକୁ ସ୍ଥାପନ କଲେ” (ଦେଖ: rc://*/ta/man/translate/figs-activepassive)

a mediator

ଜଣେ ପ୍ରତିନିଧି