or_tn/gal/03/18.md

1.2 KiB

For if the inheritance comes by the law, then it no longer comes by promise

ପାଉଲ ଏକ ପରିସ୍ଥିତି ବିଷୟରେ କହୁଛନ୍ତି ଯାହା ଗୁରୁତ୍ବାରୋପ କରିବା ନିମନ୍ତେ ବିଦ୍ୟମାନ ନଥିଲେ ଯାହା କେବଳ ପ୍ରତିଜ୍ଞା ଦ୍ବାରା ଅଧିକାର ଆସିଲା । ଅନ୍ୟ ଏକ ଅନୁବାଦରେ: “ପ୍ରତିଜ୍ଞା ଦ୍ବାରା ଅଧିକାର ଆମ ନିକଟକୁ ଆସେ, କାରଣ ଆମେ ଈଶ୍ବରଙ୍କ ବ୍ୟବସ୍ଥାର ଦାବିକୁ ରଖି ପାରିବାନାହିଁ” (ଦେଖ: rc://*/ta/man/translate/figs-hypo)

inheritance

ଈଶ୍ବର ବିଶ୍ବାସୀମାନଙ୍କୁ ପ୍ରତିଜ୍ଞା କରିଥିବା ବିଷୟରେ କୁହାଯାଏ ଯେପରି ଏହା ଉତ୍ତାରାଧିକାର ସମ୍ପତ୍ତି ଏବଂ ପରିବାରର ସଦସ୍ୟର ଧନ, ଏବଂ ଅନନ୍ତକାଳିନ ଆର୍ଶିବାଦ ଏବଂ ଉଦ୍ଧାର ଥିଲେ । (ଦେଖ: rc://*/ta/man/translate/figs-metaphor)