or_tn/gal/03/11.md

1.9 KiB

Now it is clear

ଯାହା ସ୍ପଷ୍ଟ ଅଟେ ତାହା ସ୍ପଷ୍ଟରୁପେ କୁହାଯାଇପାରିବ । AT “ଶାସ୍ତ୍ର ସ୍ପଷ୍ଟ ଅଟେ” କିମ୍ବା “ଶାସ୍ତ୍ର ସ୍ପଷ୍ଟ ଶିକ୍ଷା ଦିଏ” (ଦେଖ: rc://*/ta/man/translate/figs-explicit)

no one is justified before God by the law

ଏହା ଏକ ସକ୍ରିୟ କ୍ରିୟା ସହିତ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ବ୍ୟବସ୍ଥା ଦ୍ବାରା କାହାକୁ ଧାର୍ମିକ ଗଣିତ କରିବେ ନାହିଁ”

no one is justified before God by the law

ପାଉଲ ସେମାନଙ୍କ ବିଶ୍ବାସକୁ ସଂଶୋଧନ କରୁଛନ୍ତି ଯଦି ସେମାନେ ବ୍ୟବସ୍ଥା ପାଳନ କଲେ, ଈଶ୍ବର ସେମାନଙ୍କୁ ଧାର୍ମିକ ଗଣନା କରିବେ । ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାଳନ କରିବା ଦ୍ବାରା କେହିଜଣେ ଈଶ୍ବରଙ୍କ ନିକଟରେ ଧାର୍ମିକ ଗଣିତ ହୋଇ ପାରିବେ ନାହି” କିମ୍ବା “ଈଶ୍ବର ସେମାନଙ୍କୁ ବ୍ୟବସ୍ଥା ପାଳନ କରିବା ଦ୍ବାରା ଧାର୍ମିକ ଗଣତି କରିବେ ନାହିଁ” (ଦେଖ: rc://*/ta/man/translate/figs-explicit)

the righteous will live by faith

ନାମମାତ୍ର ବିଶେଷଣ “ଧାର୍ମିକ” ଧାର୍ମିକ ଲୋକଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଧାର୍ମିକ ବ୍ୟକ୍ତି ବିଶ୍ବାସ ଦ୍ବାରା ବଞ୍ଚିବ” (ଦେଖ: rc://*/ta/man/translate/figs-nominaladj)