or_tn/gal/03/08.md

1.6 KiB

foreseeing

କାରଣ ଈଶ୍ବର ଅବ୍ରାହାମଙ୍କ ସହିତ ପ୍ରତିଜ୍ଞା କଲେ ଏବଂ ସେଗୁଡିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ସଫଳ ହେବା ପୂର୍ବରୁ ଲେଖାଗଲେ, ଶାସ୍ତ୍ର ଏମିତି ଜଣେ ବ୍ୟକ୍ତି ସମାନ ଅଟେ ଯେ ଏହା ଘଟିବା ପୂର୍ବରୁ ଭବିଷ୍ୟତ ବିଷୟରେ ଜାଣିଥାଏ । ଅନ୍ୟ ଏକ ଅନୁବାଦରେ: “ଭବିଷ୍ୟତବାଣୀ” କିମ୍ବା “ଘଟିବା ପୂର୍ବରୁ ଦର୍ଶନ କଲେ” (ଦେଖ: rc://*/ta/man/translate/figs-personification)

In you

କାରଣ ତୁମେମାନେ ଯାହା କରିଅଛ କିମ୍ବା “କାରଣ ମୁଁ ତୁମମାନଙ୍କୁ ଆର୍ଶିବାଦ କରିଅଛି ।” “ତୁମେମାନେ” ଶଦ୍ଦ ଅବ୍ରାହାମଙ୍କୁ ବୁଝାଏ ଏବଂ ଏକବଚନ ଅଟେ । (ଦେଖ: rc://*/ta/man/translate/figs-you)

all the nations

ଜଗତର ସମସ୍ତ ଲୋକ-ସମୂହ । ଈଶ୍ବର ଗୁରୁତ୍ବାରୋପ କରୁଥିଲେ ଯେ ସେ କେବଳ ଯିହୁଦୀ ଲୋକମାନଙ୍କ ପକ୍ଷ ନଥିଲେ, ସେ ଦଳଗତଭାବେ ମନୋନିତ କଲେ । ତାହାଙ୍କ ମୁକ୍ତିର ଯୋଜନା ଯିହୁଦୀ ଏବଂ ଅଣ-ଯିହୁଦୀ ଉଭୟଙ୍କ ନିମନ୍ତେ ଥିଲା ।