or_tn/gal/03/07.md

957 B

those of faith

ଯେଉଁମାନଙ୍କର ବିଶ୍ବାସ ଅଛି । “ବିଶ୍ବାସ” ବିଷେଶ୍ବର ଅର୍ଥ “ବିଶ୍ବାସ” କ୍ରିୟା ବିଶେଷରେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେଉଁମନେ ବିଶ୍ବାସ କରନ୍ତି” (ଦେଖ: rc://*/ta/man/translate/figs-abstractnouns)

children of Abraham

ଏହା ସେହି ଲୋକମାନଙ୍କ ବିଷୟରେ ଉଲ୍ଲେଖ କରେ ଯାହାକୁ ଈଶ୍ବର ଅବ୍ରାହାମଙ୍କ ସଦୃଶ ପ୍ରକାଶିତ କରିଥିଲେ । ଅନ୍ୟ ଏକ ଅନୁବାଦରେ: “ଅବ୍ରାହାମ ଯେପରି ଧାର୍ମିକ ହୋଇଥିଲେ ସେହିପରି ଧାର୍ମିକ ହୁଅ” (ଦେଖ: rc://*/ta/man/translate/figs-metaphor)