or_tn/gal/03/06.md

662 B

Connecting Statement:

ପାଉଲ ଗାଲତୀୟ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଅବ୍ରାହାମ ବିଶ୍ବାସ ଦ୍ବାରା ଧାର୍ମିକତା ପ୍ରାପ୍ତ କରିଥିଲେ ଏବଂ ବ୍ୟବସ୍ଥା ଦ୍ବାରା ନୁହେଁ ।

it was credited to him as righteousness

ଅବ୍ରାହାମ ଈଶ୍ବରଙ୍କଠାରେ ବିଶ୍ବାସ କରିବା ଈଶ୍ବର ଦେଖିଲେ, ତେଣୁ ଈଶ୍ବର ଅବ୍ରାହାମକୁ ଧାର୍ମିକ ଗଣିତ କଲେ ।