or_tn/gal/03/01.md

2.9 KiB

General Information:

ପାଉଲ ଅଳଙ୍କାରିକ ପ୍ରଶ୍ନ କରିବା ଦ୍ବାରା ଗାଲାତୀୟମାନଙ୍କୁ ଅନୁଯୋଗ କରୁଛନ୍ତି ।

Connecting Statement:

ପାଉଲ ଗାଲାତୀୟ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ଈଶ୍ବର ସେମାନଙ୍କୁ ଈଶ୍ବରଙ୍କ ଆତ୍ମା ଦେଲେ ଯେତେବେଳେ ସେମାନେ ବିଶ୍ବାସ ଦ୍ବାରା ସୁସମାଚାରକୁ ଗ୍ରହଣ କରିଥିଲେ, ସେମାନଙ୍କ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରିବା ଦ୍ବାରା ନୁହେଁ ।

Who has put a spell on you?

ପାଉଲ ବ୍ୟଙ୍ଗୋକ୍ତି ଓ ଅଳଙ୍କାରିକ ପ୍ରଶ୍ନର ବ୍ୟବହାର କରି ଏହା କହନ୍ତି ଯେ ଯେପରି ସେମାନଙ୍କୁ ମୋହିତ କରିଛନ୍ତି ସେହିପରି ଗାଲାତୀୟମାନେ କାର୍ଯ୍ୟ କରୁଛନ୍ତି । ସେ ବାସ୍ତବରେ ବିଶ୍ବାସ କରୁନାହାନ୍ତି ଯେ କେହିଜଣେ ସେମାନଙ୍କୁ ମୋହିତ କରିଛି । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଏପରି ଆଚରଣ କରୁଅଛ ଯେପରି କେହିଜଣେ ତୁମମାନଙ୍କୁ ମୋହିତ କରିଛି !” (ଦେଖ: [[rc:///ta/man/translate/figs-irony]] ଏବଂ [[rc:///ta/man/translate/figs-rquestion]])

put a spell on you

ତୁମମାନଙ୍କୁ କେହି ଯାଦୁ କରିଛନ୍ତି କିମ୍ବା “ତୁମମାନଙ୍କୁ କେହି ଗୁଣିଆ ବା ତନ୍ତ୍ରମନ୍ତ୍ର କରିଛନ୍ତି”

It was before your eyes that Jesus Christ was publicly displayed as crucified

ପାଉଲ ତାହାଙ୍କ ଶିକ୍ଷାକୁ ସ୍ପଷ୍ଟକରି ଯୀଶୁଙ୍କ କୃଶିୟମତ୍ୟୁ ବିଷୟରେ ଏପରି କହନ୍ତି ଯେପରି ସେ ସାର୍ବସାଧାରଣଙ୍କ ନିକଟରେ ଯୀଶୁଙ୍କ କ୍ରୁଶ ଉପରେ ମତ୍ୟୁର ଛବିକୁ ପ୍ରକାଶିତ କରୁଛନ୍ତି । ଏବଂ ସେ ଗାଲତୀୟମାନଙ୍କ ବିଷୟରେ କହନ୍ତି ତାହାଙ୍କ ଶିକ୍ଷାକୁ ଶୁଣିଲା ପରେ ସେମାନେ ସେହି ଛବିକୁ ଦେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ନିଜେ ଯୀଶୁଙ୍କ କ୍ରୁଶରେ ମତ୍ୟୁ ବିଷୟରେ ସ୍ପଷ୍ଟଭାବରେ ଶିକ୍ଷା ଶୁଣିଥିଲ” (ଦେଖ: rc://*/ta/man/translate/figs-metaphor)