or_tn/gal/02/17.md

1.6 KiB

while we seek to be justified in Christ

“ଖ୍ରୀଷ୍ଟଙ୍କଠାରେ ଧାର୍ମିକତା ହୋଇଅଛୁ” ବାକ୍ୟାଂଶର ଅର୍ଥ ଧାର୍ମିକତା ହୋଇଅଛୁ କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକିଭୁତ ହୋଇଅଛୁ ଏବଂ ଖ୍ରୀଷ୍ଟଙ୍କ ଦ୍ବାରା ଧାର୍ମିକ ହୋଇଅଛୁ ।

we too, were found to be sinners

ଶବ୍ଦ “ହେବା ଦେଖାଗଲୁ” ରୁଢି ଅଟନ୍ତି ଯାହା ଏହି ଗୁରୁତ୍ବାରୋପ କରେ ଯେ “ଆମ୍ଭେମାନେ” ନିଶ୍ଚିତରୂପେ ପାପୀ ଅଟୁ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜାଣୁଅଛୁ ଯେ ଆମ୍ଭେମାନେ ନିଶ୍ଚିତରୂପେ ପାପୀ ଅଟୁ” (ଦେଖ: rc://*/ta/man/translate/figs-idiom)

Absolutely not!

ଅବଶ୍ୟ, ତାହା ସତ୍ୟ ନୁହେଁ ! ଏହି ପ୍ରକାଶନ ଆଗାମୀ ଅଳଙ୍କାରିକ ପ୍ରଶ୍ନର ଦୃଢ ସମ୍ଭାବିତ ନକାରାତ୍ମକ ଉତ୍ତର ଦିଏ “ଖ୍ରୀଷ୍ଟ କି ପାପର ଦାସ ଅଟନ୍ତି ?” ତୁମମାନଙ୍କ ଭାଷାରେ ହୁଏତ ସମାନ ପ୍ରକାରର ପ୍ରକାଶନ ଥାଇପାରେ ଯାହାକୁ ତୁମେମାନେ ଏଠାରେ ବ୍ୟବହାର କରିପାରିବ । (ଦେଖ: rc://*/ta/man/translate/figs-rquestion)