or_tn/gal/02/15.md

782 B

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ କହନ୍ତି ଯେ ଯେଉଁ ଯିହୁଦୀମାନେ ବ୍ୟବସ୍ଥାକୁ ଜାଣନ୍ତି, ସେହିପରି ଅନ୍ୟଜାତିମାନେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି, କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଉଦ୍ଧାର ପ୍ରାପ୍ତ ଅଟନ୍ତି ଏବଂ ବ୍ୟବସ୍ଥା ପାଳନରେ ନୁହେ ।

not Gentile sinners

ସେହି ଲୋକଙ୍କୁ ନୁହେଁ ଯାହାକୁ ଯିହୁଦୀମାନେ ବିଜାତି ପାପିଗଣ କହନ୍ତି