or_tn/gal/02/06.md

4 lines
617 B
Markdown

# added nothing to me
ଏଠାରେ “ମୋତେ” ଶବ୍ଦ ଯାହା ପାଉଲ ଶିକ୍ଷା ଦେଉଥିଲେ ତାହାକୁ ଉଲ୍ଲେଖ କରେ । ଅନ୍ୟ ଏକ ଅନୁବାଦରେ: “ମୁଁ ଯାହା ଶିକ୍ଷା ଦେଇଛି ସେଥିରେ କିଛି ଯୋଗ କରିନାହିଁ” କିମ୍ବା “ଯାହା କିଛି ମୁଁ ଶିକ୍ଷା ଦିଏ ସେଥିରେ ଯୋଗ କରିବା ନିମନ୍ତେ ମୋତେ କୁହନାହିଁ” (ଦେଖ: [[rc://*/ta/man/translate/figs-metonymy]])