or_tn/gal/02/01.md

1.0 KiB

Connecting Statement:

ପାଉଲ କିପରି ଈଶ୍ବରଙ୍କଠାରୁ ସୁସମାଚାର ଶିକ୍ଷାପ୍ରାପ୍ତ କଲେ ତାହାର ଐତିହାସିକ ବିବରଣ ଦେବା ଜାରି ରଖିଛନ୍ତି, ପ୍ରେରିତମାନଙ୍କଠାରୁ ନୁହେଁ ।

went up

ଯାତ୍ରା କଲେ. ଯିରୁଶାଲମ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଅଟେ । ଯିହୁଦୀମାନେ ମଧ୍ୟ ଯିରୁଶଲାମକୁ ପୃଥିବୀ ମଧ୍ୟରେ ସ୍ବର୍ଗକୁ ଅତି ନିକଟତର ହେବା ବିଶ୍ବାସ କରୁଥିଲେ, ତେଣୁ ପାଉଲ ହୁଏତ ଅଲଙ୍କାରିକ ଭାବରେ କହୁଛନ୍ତି, ବା ଏହା ହୋଇପାରେ ଯେ ଯିରୁଶାଲମକୁ ଯିବା ନିମନ୍ତେ କଷ୍ଟକର, ଉଠାଣୀ, ଯାତ୍ରାକୁ ପ୍ରତିବିମ୍ବିତ କରୁଥିଲା ।