or_tn/gal/01/17.md

596 B

go up to Jerusalem

ଯିରୁଶାଲମକୁ ଯାଅ. ଯିରୁଶାଲମ ଉଚ ପାହାଡିଆ ଅଞ୍ଚଳ ଥିଲା, ଯେମିତି ସେଠାରେ ପହଞ୍ଚିବା ନିମନ୍ତେ ଅନେକ ପାହାଡ ଉପରେ ଚଡିବା ଆବଶ୍ୟକ ଥିଲା, ଏବଂ ସେଥିପାଇଁ ଯିରୁଶାଲମକୁ ଯାତ୍ରା କରିବା ବିଷୟରେ ବର୍ଣ୍ଣନା କରିବାବେଳେ “ଯିରୁଶାଲମ ଉପରକୁ ଯିବା କୁହାଯାଉ ଥିଲା ।”