or_tn/gal/01/04.md

1.2 KiB

for our sins

ପାପ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ ଯାହାର ଅର୍ଥ ପାପ ନିମନ୍ତେ ଦଣ୍ଡିତ କରିବା । ଅନ୍ୟ ଏକ ଅନୁବାଦରେ: “କାରଣ ଆମମାନଙ୍କ ପାପର କାରଣରୁ ଆମ୍ଭେମାନେ ଦଣ୍ଡି ପାଇବା ନିମନ୍ତେ ଯୋଗ୍ୟ ଥିଲୁ” (ଦେଖ: rc://*/ta/man/translate/figs-metonymy)

that he might deliver us from this present evil age

ଏଠାରେ “ଏହି ... ଯୁଗ” ଯୁଗରେ କାମର ଶକ୍ତିଗୁଡିକର ଉପସ୍ଥାପନ କରେ । ଅନ୍ୟ ଏକ ଅନୁବାଦରେ: “ସେ ଆମକୁ ଆଜିର ଜଗତର ସମସ୍ତ ମନ୍ଦ ଶକ୍ତିଗୁଡିକ ମଧ୍ୟରୁ ସୁରକ୍ଷା ସ୍ଥାନକୁ ନେଇ ପାରନ୍ତି” (ଦେଖ: rc://*/ta/man/translate/figs-metonymy)

our God and Father

ଏହା “ଆମମାନଙ୍କ ପିତା ଈଶ୍ବରଙ୍କୁ” ବୁଝାଏ । ସେ ଆମମାନଙ୍କରର ଈଶ୍ବର ଏବଂ ଆମମାନଙ୍କରର ପିତା ଅଟନ୍ତି ।