or_tn/gal/01/02.md

765 B

brothers

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ଅନ୍ତର୍ଭୂକ୍ତ କରେ, ଯେହେତୁ ଖ୍ରୀଷ୍ଟଙ୍କଠାରେ ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାରର ସଦସ୍ୟ ଅଟନ୍ତି, ଯେପରି ସେମାନଙ୍କର ସ୍ବର୍ଗୀୟ ପିତା ସଦୃଶ ଈଶ୍ବରଙ୍କ ସହିତ ଏକ ଅଟନ୍ତି । ଅନ୍ୟ ଏକ ଅନୁବାଦରେ: “ଭାଇମାନେ ଏବଂ ଭଉଣୀମାନେ” (ଦେଖ: rc://*/ta/man/translate/figs-gendernotations)