or_tn/eph/06/intro.md

1.5 KiB

ଏଫିସୀୟ ୦୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଦାସତ୍ବ

ଦାସତ୍ବ ଭଲ କି ମନ୍ଦ, ପାଉଲ ତାହା ଏହି ଅଧ୍ୟାୟରେ ଲେଖୁ ନାହାନ୍ତି I ଜଣେ ଦାସ ହେଉ କି କର୍ତ୍ତା ହେଉ, ସେ ଈଶ୍ବରଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ ବୋଲି ପାଉଲ ଶିକ୍ଷା ଦେଉଛନ୍ତି I ପାଉଲ ଏଠାରେ ଦାସତ୍ବ ବିଷୟରେ ଯାହା ଶିକ୍ଷା ଦେଉଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ହୋଇପାରେ I ତାହାଙ୍କ ସମୟରେ, କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ ସମ୍ମାନର ସହିତ ଉତ୍ତମ ବ୍ୟବହାର ନ ଦେଖାଇ ଧମକ ଦେଉଥିଲେ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଈଶ୍ବରଙ୍କ ସାଜସଜ୍ଜା

ଏହି ବର୍ଦ୍ଧିତ ରୂପକ ବର୍ଣ୍ଣନା କରେ ଯେ ଆତ୍ମିକଭାବରେ ଆକ୍ରମଣର ଶିକାର ହେଲେ ଖ୍ରୀଷ୍ଟିୟାନମାନେ କିପରି ଆପଣା ଆପଣାକୁ ସୁରକ୍ଷା କରିପାରିବେ I(ଦେଖ: [[rc:///tw/dict/bible/kt/spirit]] ଓ [[rc:///ta/man/translate/figs-metaphor]])