or_tn/eph/06/23.md

443 B

Connecting Statement:

ଏଫିସୀୟ ବିଶ୍ବାସୀମାନଙ୍କ ପ୍ରତି ଶାନ୍ତିର ଆଶୀର୍ବାଦ ଓ ଖ୍ରୀଷ୍ଟଙ୍କୁ ପ୍ରେମ କରୁଥିବା ସମସ୍ତ ବିଶ୍ବାସୀମାନଙ୍କ ପ୍ରତି ଅନୁଗ୍ରହର ଆଶୀର୍ବାଦ ସହ ପାଉଲ ଆପଣା ପତ୍ର ସମାପ୍ତ କରୁଛନ୍ତି I