or_tn/eph/06/20.md

1.2 KiB

It is for the gospel that I am an ambassador who is kept in chains

“ଶୃଂଖଳାବଦ୍ଧ” ଶବ୍ଦଟି ବନ୍ଦୀ ଅବସ୍ଥାରେ ରହିବାର ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ମୁଁ ବର୍ତ୍ତମାନ କାରାଗାରରେ ଅଛି, କାରଣ ମୁଁ ସୁସମାଚାରର ଜଣେ ପ୍ରତିନିଧି” (ଦେଖ: rc://*/ta/man/translate/figs-metonymy)

so that I may declare it boldly, as I ought to speak

“ପ୍ରାର୍ଥନା କର” ବାକ୍ୟାଂଶକୁ ୧୯ ପଦରୁ ବୁଝିହେଉଛି I ବିକଳ୍ପ ଅନୁବାଦ: “ସେଥିପାଇଁ ପ୍ରାର୍ଥନା କର ଯେ ଯେତେବେଳେ ମୁଁ ସୁସମାଚାର ଶିକ୍ଷା ଦେବି, ଯେପରି ସାହସରେ କହିବା ଉଚିତ, ସେପରି କହିବି” କିମ୍ବା “ପ୍ରାର୍ଥନା କର ଯେ ମୁଁ ସୁସମାଚାରକୁ ଯେପରି ସାହସରେ କହିବା ଉଚିତ, ସେପରି କହିବି” (ଦେଖ: rc://*/ta/man/translate/figs-explicit)