or_tn/eph/06/17.md

947 B

take the helmet of salvation

ଠିକ୍ ଯେପରି ଗୋଟିଏ ଶିରସ୍ତ୍ରାଣ ଜଣେ ସୈନିକର ମସ୍ତକକୁ ସୁରକ୍ଷା କରେ, ସେପରି ଈଶ୍ବର ଦତ୍ତ ପରିତ୍ରାଣ ବିଶ୍ବାସୀର ମନକୁ ସୁରକ୍ଷା ଦେଇଥାଏ I (ଦେଖ: rc://*/ta/man/translate/figs-metaphor)

the sword of the Spirit, which is the word of God

ଆପଣା ଲୋକମାନଙ୍କ ପ୍ରତି ଈଶ୍ବରଙ୍କ ଶିକ୍ଷା ବିଷୟରେ ଲେଖକ କହୁଛନ୍ତି ଯେ ସତେ ଯେପରି ସେସବୁ ଗୋଟିଏ ଖଡ୍ଗ, ଯାହା ତାହାଙ୍କର ଲୋକମାନେ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ବ୍ୟବହାର କରିପାରିବେ I (ଦେଖ: rc://*/ta/man/translate/figs-metaphor)