or_tn/eph/06/16.md

8 lines
976 B
Markdown

# In all circumstances take up the shield of faith
ଶତ୍ରୁର ଆକ୍ରମଣରୁ ଆପଣାକୁ ସୁରକ୍ଷା କରିବାକୁ ଜଣେ ସୈନିକ ଯେପରି ଗୋଟିଏ ଢାଲ ବ୍ୟବହାର କରେ, ଠିକ୍ ସେପରି ଶୟତାନର ଆକ୍ରମଣ ସମୟରେ ବିଶ୍ବାସୀ ସୁରକ୍ଷା ନିମନ୍ତେ ଈଶ୍ବର ଦେଉଥିବା ବିଶ୍ବାସକୁ ବ୍ୟବହାର କରିବା ଆବଶ୍ୟକ I (ଦେଖ: [[rc://*/ta/man/translate/figs-metaphor]])
# the flaming arrows of the evil one
ଜଣେ ବିଶ୍ବାସୀ ବିରୁଦ୍ଧରେ ଶୟତାନର ଆକ୍ରମଣ, ଜଣେ ଶତ୍ରୁ ଦ୍ବାରା ଜଣେ ସୈନିକ ପ୍ରତି କ୍ଷେପଣ କରାଯାଇଥିବା ଅଗ୍ନି ବାଣ ସଦୃଶ ଅଟେ I (ଦେଖ: [[rc://*/ta/man/translate/figs-metaphor]])