or_tn/eph/06/15.md

4 lines
597 B
Markdown

# Then as shoes for your feet, put on the readiness to proclaim the gospel of peace
ଠିକ୍ ଯେପରି ଜଣେ ସୈନିକ ଦୃଢ଼ଭାବରେ ପାଦ ପକାଇବା ନିମନ୍ତେ ପାଦୁକା ପିନ୍ଧିଥାଏ, ବିଶ୍ବାସୀ ନିକଟରେ ମଧ୍ୟ ଘୋଷଣା କରିବା ନିମନ୍ତେ ପ୍ରସ୍ତୁତ ରହିବା ସକାଶେ ଶାନ୍ତିର ସୁସମାଚାରର ଦୃଢ଼ ଜ୍ଞାନ ଥିବା ଆବଶ୍ୟକ I (ଦେଖ: [[rc://*/ta/man/translate/figs-metaphor]])