or_tn/eph/06/11.md

726 B

Put on the whole armor of God, so that you may be able to stand against the scheming plans of the devil

ଶତ୍ରୁର ଆକ୍ରମଣରୁ ଆପଣାକୁ ରକ୍ଷା କରିବାକୁ ଜଣେ ସୈନିକ ଯେପରି ସମସ୍ତ ସଜ୍ଜା ପରିଧାନ କରେ, ଠିକ୍ ସେପରି ଶୟତାନ ବିରୁଦ୍ଧରେ ଦୃଡ଼ଭାବରେ ଛିଡା ହେବାପାଇଁ ଖ୍ରୀଷ୍ଟିୟାନମାନେ ଈଶ୍ବର ଦେଉଥିବା ସମସ୍ତ ସଂସାଧନ ବ୍ୟବହାର କରିବା ଉଚିତ I (ଦେଖ: rc://*/ta/man/translate/figs-metaphor)

the scheming plans

ଚାତୁରୀପଣ