or_tn/eph/06/06.md

689 B

as slaves of Christ

ତୁମ୍ଭମାନଙ୍କର ଜାଗତିକ କର୍ତ୍ତାମାନଙ୍କୁ ସତେ ଯେପରି ସେମାନେ ସ୍ବୟଂ ଖ୍ରୀଷ୍ଟ, ଏହା ଭାବି ସେମାନଙ୍କର ସେବା କର I

from your heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର “ଭାବନା” ବା “ଅଭିପ୍ରାୟ” ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ବିଶ୍ବସ୍ତତାର ସହିତ” କିମ୍ବା “ଉତ୍ସାହର ସହିତ” (ଦେଖ: rc://*/ta/man/translate/figs-metonymy)