or_tn/eph/05/27.md

8 lines
1.1 KiB
Markdown

# without stain or wrinkle
ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ବସ୍ତ୍ର, ଯାହା ପରିଷ୍କାର ଓ ଉତ୍ତମ ଅବସ୍ଥାରେ ଅଛି I ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ବ ଦେବାନିମନ୍ତେ ସେ ସମାନ ଚିନ୍ତାଧାରାକୁ ଦୁଇ ପ୍ରକାରେ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-doublet]])
# holy and without fault
“ନିଷ୍କଳଙ୍କ” ଶବ୍ଦଟିର ଅର୍ଥ ମୌଳିକ ଭାବରେ “ପବିତ୍ର” ସହିତ ସମାନ I ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ବ ଦେବା ନିମନ୍ତେ ପାଉଲ ଏହି ଦୁଇଟି ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-doublet]])