or_tn/eph/05/13.md

1.2 KiB

General Information:

ଏହା ଜଣାପଡୁନାହିଁ ଯେ ଏହି ଉଦ୍ଧୃତିଟି ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଆସିଥିବା ମିଳିତ ଉଦ୍ଧୃତି ନା ବିଶ୍ବାସୀମାନେ ଗାନକରୁଥିବା ଗୋଟିଏ ଗୀତରୁ ଆସିଥିବା ଉଦ୍ଧୃତି ଅଟେ I

anything that becomes visible is light

ଆଲୋକ ମଧ୍ୟକୁ ଆସୁଥିବା ସମସ୍ତ ବିଷୟକୁ ଲୋକେ ସ୍ପଷ୍ଟଭାବେ ଦେଖିପାରନ୍ତି I ଲୋକମାନଙ୍କର କର୍ମ ଭଲ କି ମନ୍ଦ, ତାହା ଈଶ୍ବରଙ୍କ ବାକ୍ୟ ଦେଖାଏ ବୋଲି ସୂଚାଇବାକୁ ପାଉଲ ଏହି ସାଧାରଣ ଉକ୍ତି କହୁଛନ୍ତି I ବାଇବଲ ପ୍ରାୟତଃ ଈଶ୍ବରଙ୍କ ସତ୍ୟତା ବିଷୟରେ କହେ ଯେ ସତେ ଯେପରି ଏହା ଆଲୋକ ଯାହା କୌଣସି ବିଷୟର ଚରିତ୍ରକୁ ପ୍ରକାଶ କରିପାରିବ I (ଦେଖ: rc://*/ta/man/translate/figs-metaphor)