or_tn/eph/05/09.md

546 B

the fruit of the light consists in all goodness, righteousness, and truth

ଏଠାରେ ଫଳ ଗୋଟିଏ ରୂପକ ଯାହା “ଫଳାଫଳ” ବା “ପରିଣାମ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆଲୋକରେ ଜୀବନଯାପନ କରିବାର ପରିଣାମ ହେଉଛି, ସତ୍କର୍ମ, ଯଥାର୍ଥ ଜୀବନଯାପନ ଓ ସତ୍ୟପୂର୍ଣ୍ଣ ବ୍ୟବହାର” (ଦେଖ: rc://*/ta/man/translate/figs-metaphor)