or_tn/eph/05/08.md

1.4 KiB

For you were once darkness

ଯେପରି ଜଣେ ଅନ୍ଧକାରରେ କିଛି ଦେଖିପାରେ ନାହିଁ, ସେହିପରି ଯେଉଁ ଲୋକମାନେ ପାପ କରିବାକୁ ଭଲ ପାଆନ୍ତି, ସେମାନଙ୍କର ଆତ୍ମିକ ଜ୍ଞାନର ଅଭାବ ଥାଏ I (ଦେଖ: rc://*/ta/man/translate/figs-metaphor)

but now you are light in the Lord

ଯେପରି ଜଣେ ଆଲୋକରେ ସବୁକିଛି ଦେଖିପାରେ, ସେହିପରି ଈଶ୍ବର ଯେଉଁ ଲୋକମାନଙ୍କର ପରିତ୍ରାଣ କରନ୍ତି ସେମାନେ ବୁଝି ପାରନ୍ତି ଯେ ଇଶ୍ବରଙ୍କୁ କିପରି ତୁଷ୍ଟ କରିବାକୁ ହେବ I (ଦେଖ: rc://*/ta/man/translate/figs-metaphor)

Walk as children of light

ଆଚରଣ କରିବା ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ଲୋକମାନଙ୍କ ପରି ଜୀବନ ଯାପନ କର, ଯେଉଁମାନେ ବୁଝିପାରନ୍ତି ଯେ ସେମାନେ କ'ଣ କରନ୍ତୁ ବୋଲି ପ୍ରଭୁ ଚାହାନ୍ତି” (ଦେଖ: rc://*/ta/man/translate/figs-metaphor)