or_tn/eph/05/03.md

546 B

But there must not be even a suggestion among you of sexual immorality or any kind of impurity or of greed

ଏପରି କୌଣସି ବିଷୟ କର ନାହିଁ ଯାହା ଦ୍ବାରା ଅନ୍ୟମାନେ ଭାବିବେ ଯେ ତୁମ୍ଭେମାନେ ଯୌନଗତ ଅନୈତିକତାରେ ବା କୌଣସି ପ୍ରକାର ଅପବିତ୍ରତାରେ କିମ୍ବା ଲୋଭରେ ଦୋଷୀ ଅଟ

any kind of impurity

କୌଣସି ନୈତିକ ଅଶୁଚିତା