or_tn/eph/04/29.md

12 lines
635 B
Markdown

# filthy talk
ଏହା ନିଷ୍ଠୁର ବା କଠୋର କଥାକୁ ବୁଝାଏ I
# for building others up
ଅନ୍ୟମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବା “ଅନ୍ୟମାନଙ୍କୁ ଦୃଢ଼ କରିବା ନିମନ୍ତେ”
# their needs, that your words would be helpful to those who hear you
ସେମାନଙ୍କର ପ୍ରୟୋଜନ I ଏହି ପ୍ରକାରେ ତୁମ୍ଭେମାନେ ତୁମ୍ଭମାନଙ୍କୁ ଶୁଣୁଥିବା ଲୋକମାନଙ୍କୁ ସାହାଯ୍ୟ କରିବ