or_tn/eph/04/18.md

2.4 KiB

They are darkened in their understanding

ସେମାନେ ଆଉ ସ୍ପଷ୍ଟଭାବରେ ଚିନ୍ତା ବା ବିବେଚନା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଆପଣା ଆପଣା କଳ୍ପନାକୁ ଅନ୍ଧକାରାଚ୍ଛନ୍ନ କରିଅଛନ୍ତି” କିମ୍ବା “ସେମାନେ ବୁଝିବାକୁ ଅସମର୍ଥ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

alienated from the life of God because of the ignorance that is in them

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ସେମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ସେଥିପାଇଁ ସେମାନେ ଈଶ୍ବର ଆପଣା ଲୋକମାନଙ୍କୁ ଯେପରି ଜୀବନ ଯାପନ କରନ୍ତୁ ବୋଲି ଚାହାନ୍ତି, ସେପରି ଜୀବନ କାଟିପାରିବେ ନାହିଁ” କିମ୍ବା “ସେମାନଙ୍କର ଅଜ୍ଞାନତା ଦ୍ବାରା ସେମାନେ ଆପଣା ଆପଣାକୁ ଈଶ୍ବରଙ୍କ ଜୀବନରୁ ବିଛିନ୍ନ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

alienated

ବିଛିନ୍ନ ହୋଇଛନ୍ତି କିମ୍ବା “ପୃଥକୀକୃତ ହୋଇଛନ୍ତି”

ignorance

ଜ୍ଞାନର ଅଭାବ କିମ୍ବା “ବୁଦ୍ଧିର ଅଭାବ”

because of the hardness of their hearts

ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଲୋକମାନଙ୍କର ମନକୁ ବୁଝାଏ I “ହୃଦୟର ଜଡତା” ବାକ୍ୟାଂଶଟି ଗୋଟିଏ ରୂପକ ଯାହାର ଅର୍ଥ କଠିନତା I ବିକଳ୍ପ ଅନୁବାଦ: “ଯେହେତୁ ସେମାନେ କଠିନ ଅଟନ୍ତି” କିମ୍ବା “ଯେହେତୁ ସେମାନେ ଈଶ୍ବରଙ୍କ ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])