or_tn/eph/04/16.md

1.0 KiB

Christ builds the whole body ... makes the body grow so that it builds itself up in love

ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ ଶରୀରର ମସ୍ତକ ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ବାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I (ଦେଖ: rc://*/ta/man/translate/figs-metaphor)

by every supporting ligament

ଗୋଟିଏ “ସନ୍ଧି” ହେଉଛି ଶରୀରର ବିଭିନ୍ନ ଅସ୍ଥି ବା ଅଙ୍ଗଗୁଡିକୁ ସୁସଂଯୁକ୍ତ କରୁଥିବା ଗୋଟିଏ ଦୃଢ଼ ଖଞ୍ଜା I