or_tn/eph/04/14.md

1.3 KiB

be children

ଆତ୍ମିକଭାବରେ ବୃଦ୍ଧିପ୍ରାପ୍ତ ହୋଇ ନ ଥିବା ବିଶ୍ବାସୀମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ ଶିଶୁଗଣ, ଯେଉଁମାନଙ୍କର ଜୀବନ ସମ୍ବନ୍ଧରେ ଅତି ଅଳ୍ପ ଅନୁଭୂତି ଅଛି I ବିକଳ୍ପ ଅନୁବାଦ: ‘ଶିଶୁପରି ହୁଅ” (ଦେଖ: rc://*/ta/man/translate/figs-metaphor)

tossed back and forth ... carried away by every wind of teaching

ପରିପକ୍ବ ନ ହୋଇ ଭ୍ରାନ୍ତ ଶିକ୍ଷା ପଛରେ ଯାଉଥିବା ବିଶ୍ବାସୀ ଜଣକ ବିଷୟରେ କୁହାଯାଏ ଯେ ସତେ ଯେପରି ସେହି ବିଶ୍ବାସୀ ଗୋଟିଏ ନୌକା, ଯାହାକୁ ଜଳ ଉପରେ ବାୟୁ ଇତଃସ୍ତତଃ ଚାଳିତ କରୁଛି I (ଦେଖ: rc://*/ta/man/translate/figs-metaphor)

by the trickery of people in their deceitful schemes

ଚାତୁରୀ ମିଥ୍ୟାସବୁ ଦ୍ବାରା ବିଶ୍ବାସୀମାନଙ୍କୁ ଭୂଲାଉଥିବା ଧୂର୍ତ୍ତ ଲୋକମାନେ