or_tn/eph/04/04.md

1.0 KiB

one body

ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର ଶରୀର ବୋଲି କୁହାଯାଏ I (ଦେଖ: rc://*/ta/man/translate/figs-metaphor)

one Spirit

କେବଳ ଏକ ପବିତ୍ର ଆତ୍ମା

you were called in one certain hope of your calling

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ତୁମ୍ଭମାନଙ୍କ ଆହ୍ବାନରେ ଈଶ୍ବର ତୁମ୍ଭମାନଙ୍କୁ ଗୋଟିଏ ଦୃଢ଼ ଭରସା ରଖିବାକୁ ଆହ୍ବାନ କଲେ” କିମ୍ବା “ଗୋଟିଏ ବିଷୟ ହେଉଛି ଯେ ଈଶ୍ବର ତୁମ୍ଭମାନଙ୍କୁ ମଧ୍ୟ ଦୃଢ଼ ହେବାକୁ ଓ ଈଶ୍ବର ତାହା କରନ୍ତୁ ବୋଲି ଆଶା ରଖିବାକୁ ତୁମ୍ଭମାନଙ୍କୁ ମନୋନୀତ କଲେ” (ଦେଖ: rc://*/ta/man/translate/figs-activepassive)