or_tn/eph/04/03.md

876 B

to keep the unity of the Spirit in the bond of peace

ଏଠାରେ ପାଉଲ “ଶାନ୍ତି” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବନ୍ଧନ ଯାହା ଲୋକମାନଙ୍କୁ ବାନ୍ଧିରଖେ I ଶାନ୍ତିପୂର୍ଣ୍ଣଭାବରେ ପରସ୍ପର ସହିତ ବାସକରିବା ଦ୍ବାରା ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ବିଷୟରେ ଏହା ଏକ ରୂପକ I ବିକଳ୍ପ ଅନୁବାଦ: “ପରସ୍ପର ସହିତ ଶାନ୍ତିରେ ବାସକରିବାକୁ ଓ ଆତ୍ମା ସମ୍ଭବ କରୁଥିବା ପ୍ରକାରେ ଏକତ୍ରହୋଇ ରହିବାକୁ” (ଦେଖ: rc://*/ta/man/translate/figs-metaphor)