or_tn/eph/03/15.md

509 B

from whom every family in heaven and on earth is named

ଏଠାରେ ନାମ ଦେବାର କାର୍ଯ୍ୟ ସମ୍ଭବତଃ ସୃଷ୍ଟି କରିବାର କାର୍ଯ୍ୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯେ କି ସ୍ବର୍ଗରେ ଓ ପୃଥିବୀରେ ପ୍ରତ୍ୟେକ ପରିବାରକୁ ସୃଷ୍ଟି କରି ନାମ ଦେଲେ” (ଦେଖ: rc://*/ta/man/translate/figs-activepassive)