or_tn/eph/03/13.md

1.1 KiB

for you, which is your glory

ଏଠାରେ “ତୁମ୍ଭମାନଙ୍କର ଗୌରବ” ଗୋଟିଏ ରୂପକ ଯାହା ସେମାନେ ଭବିଷ୍ୟତର ରାଜ୍ୟରେ କି ପ୍ରକାର ଗର୍ବ ଅନୁଭବ କରିବା ଉଚିତ ବା କରିବେ, ଏ ବିଷୟକୁ ବୁଝାଏ I ପାଉଲ ବନ୍ଦୀଶାଳାରେ ଦୁଃଖଭୋଗ କରୁଥିବା ବିଷୟରେ ଏଫିସୀୟ ଖ୍ରୀଷ୍ଟିୟାନମାନେ ଗର୍ବ କରିବା ଉଚିତ I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିମନ୍ତେ I ଏହା ତୁମ୍ଭମାନଙ୍କର ଲାଭ ନିମନ୍ତେ” କିମ୍ବା “ତୁମ୍ଭମାନଙ୍କ ନିମନ୍ତେ I ତୁମ୍ଭେମାନେ ଏଥିପାଇଁ ଗର୍ବିତ ହେବା ଉଚିତ” (ଦେଖ: rc://*/ta/man/translate/figs-metonymy)