or_tn/eph/03/12.md

1.2 KiB

Connecting Statement:

ପାଉଲ ଆପଣା ଦୁଃଖଭୋଗରେ ଈଶ୍ବରଙ୍କର ପ୍ରଶଂସାକରି ଏହି ଏଫିସୀୟ ବିଶ୍ବାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି I

we have boldness

ଆମ୍ଭେମାନେ ନିର୍ଭୟ ଅଟୁ କିମ୍ବା “ଆମ୍ଭମାନଙ୍କର ସାହସ ଅଛି”

access with confidence

ଏହାକୁ ସ୍ପଷ୍ଟ ଭାବରେ କହିବା ସହାୟକ ହୋଇପାରେ ଯେ ଏହା ଈଶ୍ବରଙ୍କ ଉପସ୍ଥିତି ମଧ୍ୟକୁ ପ୍ରବେଶାଧିକାର ଅଟେ I ବିକଳ୍ପ ଅନୁବାଦ: “ନିର୍ଭୟର ସହିତ ଈଶ୍ବରଙ୍କ ଉପସ୍ଥିତି ନିକଟକୁ ପ୍ରବେଶାଧିକାର” କିମ୍ବା ଦୃଢ଼ ବିଶ୍ବାସର ସହିତ ଈଶ୍ବରଙ୍କ ଉପସ୍ଥିତି ନିକଟକୁ ପ୍ରବେଶ କରିବାର ସ୍ବାଧିନତା” (ଦେଖ: rc://*/ta/man/translate/figs-explicit)

confidence

ନିଶ୍ଚୟତା କିମ୍ବା “ଭରସା”