or_tn/eph/03/05.md

1.2 KiB

In other generations this truth was not made known to the sons of men

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ବର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” (ଦେଖ: rc://*/ta/man/translate/figs-activepassive)

But now it has been revealed by the Spirit

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି (ଦେଖ: rc://*/ta/man/translate/figs-activepassive)

his apostles and prophets who were set apart for this work

ଏହି କାର୍ଯ୍ୟ କରିବା ନିମନ୍ତେ ଈଶ୍ବର ଯେଉଁ ପ୍ରେରିତ ଓ ଭାବବାଦୀମାନଙ୍କୁ ପୃଥକ୍ କରିଥିଲେ