or_tn/eph/02/22.md

1.3 KiB

in him

ଖ୍ରୀଷ୍ଟଙ୍କଠାରେ ଏହି ରୂପକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି I (ଦେଖ: rc://*/ta/man/translate/figs-metaphor)

you also are being built together as a dwelling place for God in the Spirit

ଏହା ବର୍ଣ୍ଣନା କରୁଅଛି ଯେ ବିଶ୍ବାସୀମାନେ କିପରି ଗୋଟିଏ ସ୍ଥାନ ହେବାକୁ ଏକତ୍ର ସଂଯୁକ୍ତ ହେଉଛନ୍ତି, ଯେଉଁଠାରେ ଈଶ୍ବର ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ବାରା ସ୍ଥାୟୀଭାବରେ ବାସ କରିବେ I (ଦେଖ: rc://*/ta/man/translate/figs-metaphor)

you also are being built together

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମଧ୍ୟ ତୁମ୍ଭମାନଙ୍କୁ ଏକତ୍ର ନିର୍ମାଣ କରୁଅଛନ୍ତି I (ଦେଖ: rc://*/ta/man/translate/figs-activepassive)