or_tn/eph/02/17.md

1006 B

Connecting Statement:

ପାଉଲ ଏଫିସୀୟ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ବର୍ତ୍ତମାନର ବିଜାତି ବିଶ୍ବାସୀମାନେ ମଧ୍ୟ ଯିହୂଦୀୟ ପ୍ରେରିତ ଓ ଭାବବାଦୀମାନଙ୍କ ଭିତ୍ତିମୂଳ ଉପରେ ସ୍ଥାପିତ ହୋଇଅଛନ୍ତି; ସେମାନେ ଆତ୍ମାରେ ଈଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ଅଟନ୍ତି I

proclaimed peace

ଶାନ୍ତିର ସୁସମାଚାର ଘୋଷଣା କଲେ କିମ୍ବା “ଶାନ୍ତିର ସୁସମାଚାର ପ୍ରକାଶ କଲେ”

you who were far away

ଏହା ବିଜାତିମାନଙ୍କୁ କିମ୍ବା ଅଣ-ଯିହୂଦୀମାନଙ୍କୁ ବୁଝାଏ I

those who were near

ଏହା ଯିହୂଦୀମାନଙ୍କୁ ବୁଝାଏ I