or_tn/eph/02/13.md

1.8 KiB

But now in Christ Jesus

ପାଉଲ ଏଫିସୀୟମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସକରିବା ପୂର୍ବରୁ କିପରି ଥିଲେ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ବାସକରିବା ପରେ କିପରି ଅଛନ୍ତି, ସେ ବିଷୟରେ ଏକ ବୈଷମ୍ୟଗତ ତୁଳନା କରୁଛନ୍ତି I

you who once were far away from God have been brought near by the blood of Christ

ପାପ ସକାଶୁ ଈଶ୍ବରଙ୍କର ନୋହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଈଶ୍ବରଙ୍କଠାରୁ ଦୂରରେ ଅଛନ୍ତି I ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ବରଙ୍କର ହୋଇଥିବା ବିଷୟରେ କୁହାଯାଏ ଯେ ସତେ ଯେପରି ଈଶ୍ବରଙ୍କ ନିକଟକୁ ଅଣାଯାଇଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପୂର୍ବେ ଈଶ୍ବରଙ୍କର ନ ଥିଲ, ବର୍ତ୍ତମାନ ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ବରଙ୍କର ହୋଇଅଛ” (ଦେଖ: rc://*/ta/man/translate/figs-metaphor)

by the blood of Christ

ଖ୍ରୀଷ୍ଟଙ୍କର ରକ୍ତ ଗୋଟିଏ ରୂପକ, ଯାହା ତାହାଙ୍କର ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ମୃତ୍ୟୁ ଦ୍ବାରା” କିମ୍ବା “ଖ୍ରୀଷ୍ଟ ଆମ୍ଭମାନଙ୍କ ସକାଶେ ମୃତ୍ୟୁଭୋଗ କରିବା ସମୟରେ” (ଦେଖ: rc://*/ta/man/translate/figs-metonymy)