or_tn/eph/01/23.md

726 B
Raw Permalink Blame History

his body

ମନୁଷ୍ୟର ଶରୀର ସମ୍ବନ୍ଧରେ ଯେପରି, ଯେ ମସ୍ତକ ( ପଦ) ଶରୀରର ସମସ୍ତ ବିଷୟ ଉପରେ ରାଜତ୍ବ କରେ, ଠିକ ସେହିପରି ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀରୂପ ଶରୀରର ମସ୍ତକ ଅଟନ୍ତି I (ଦେଖ: rc://*/ta/man/translate/figs-metaphor)

the fullness of him who fills all in all

ଖ୍ରୀଷ୍ଟ ମଣ୍ଡଳୀକୁ ତାହାଙ୍କର ଜୀବନ ଓ ଶକ୍ତିରେ ପୂର୍ଣ୍ଣ କରନ୍ତି, ଠିକ୍ ଯେପରି ସେ ସମସ୍ତ ବିଷୟକୁ ଜୀବନ ଦିଅନ୍ତି